ଭୁବନେଶ୍ୱର-ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ । ଭୁବନେଶ୍ବର ବିମାନ ବନ୍ଦରରେ MRO ବ୍ୟବସ୍ଥା ବିକଶିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ମାଝୀ ।